କଟକ ବଡ଼ ଡାକ୍ତରଖାନାରେ ଖୋଲିବ ୨୧ଟି ସହାୟତା କେନ୍ଦ୍ର, ନିଯୁକ୍ତି ପାଇବେ ୮୦ରୁ ଅଧିକ କର୍ମଚାରୀ

Advertisment
ଆଜି ଏସ୍‌ସିବି ଆସିବେ ଏଆଇଜିର ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳୀ: ଲିଭର ପ୍ରତିରୋପଣ ବ୍ୟବସ୍ଥାର ହେବ ସମୀକ୍ଷା

indianadmissionsguru.com

କଟକ : କଟକ ବଡଡାକ୍ତରଖାନାରେ ଓପିଡି ଟିକେଟ୍‌ କାଉଣ୍ଟର, ନିଦାନ କେନ୍ଦ୍ର ଓ ନିରାମୟରେ ଲମ୍ବା ଲାଇନ୍‌ ଲାଗୁଥିବାରୁ ରୋଗୀ କାଉଣ୍ଟର ପାଖରେ ପହଞ୍ଚିବା ପାଇଁ ନାକେଦମ୍‌ ହୋଇପଡୁଛନ୍ତି। ଏଭଳି ସ୍ଥିତିକୁ ଏଡାଇବା ପାଇଁ କଟକ ବଡଡାକ୍ତରଖାନାରେ ୨୧ଟି ସହାୟତା କେନ୍ଦ୍ର ଖୋଲାଯିବ ‌ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି କେନ୍ଦ୍ରଗୁଡିକରେ କେତେଜଣ କର୍ମଚାରୀ ନିଯୁକ୍ତ ହେବେ ସେ ନେଇ ସରକାରୀସ୍ତରରେ ଚୂଡାନ୍ତ ହୋଇସାରିଛି। କେବଳ ଏନେଇ ଖୁବ୍‌ଶୀଘ୍ର ଟେଣ୍ଡର ପ୍ରକ୍ରିୟା କରାଯାଇ ସହାୟତା କେନ୍ଦ୍ର ଖୋଲାଯିବ ବୋଲି ଜଣାପଡିଛି। ଟେଣ୍ଡର ପ୍ରକ୍ରିୟା ଚୂଡାନ୍ତ କରାଯିବା ପରେ କର୍ମଚାରୀ ନିଯୁକ୍ତି ପାଇବା ସହ କେନ୍ଦ୍ର ଖୋଲାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe