୨୧ଜଣ ଅଧିକାରୀଙ୍କୁ ନିଯୁକ୍ତି

Advertisment
୨୧ଜଣ ଅଧିକାରୀଙ୍କୁ ନିଯୁକ୍ତି

ଭୁବନେଶ୍ବର : ପରିବହନ ବିଭାଗରେ ଖାଲି ପଡ଼ିଥିବା ୨୧ଟି ମୋଟରଯାନ ନିରୀକ୍ଷକ/ଅତିରିକ୍ତ ପରିବହନ ଅଧିକାରୀ ପଦ ପାଇଁ ନିଯୁକ୍ତି ଦିଆଯାଇଛି। ଆଜି ଏ ନେଇ ବିଭାଗୀୟ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ସେମାନଙ୍କୁ ନିଯୁକ୍ତିପତ୍ର ଦେଇଛନ୍ତି। ରାଜ୍ୟରେ ସଡ଼କ ଦୁର୍ଘଟଣା ହାର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଥିବାରୁ ନୂଆ ଅଧିକାରୀମାନେ ଏ ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe