୨୫ରୁ ଊର୍ଦ୍ଧ୍ବ ଚୋରା ବାଇକ୍‌ ଜବତ

Advertisment
୨୫ରୁ ଊର୍ଦ୍ଧ୍ବ ଚୋରା ବାଇକ୍‌ ଜବତ

ଆନନ୍ଦପୁର: ଘସିପୁରା ଥାନା ରାଧିକାଦେଈପୁର ପଞ୍ଚାୟତ କଂସ ଅଞ୍ଚଳରୁ ୨୫ରୁ ଊର୍ଦ୍ଧ୍ବ ଚୋରି ବାଇକ୍‌ ଜବତ କରାଯାଇଛି। କଟକ ଚାଉଳିଆଗଞ୍ଜ ପୁଲିସ ପକ୍ଷରୁ ଆଜି ଦିନତମାମ ଚଢ଼ଉ କରାଯାଇ ବାଇକ୍‌ ଗୁଡ଼ିକୁ ଜବତ କରାଯାଇଛି। ଜବତ ପରେ ଆଜି ସନ୍ଧ୍ୟାରେ ବାଇକ୍‌ ଗୁଡ଼ିକୁ ଏକ ଗାଡ଼ିରେ କଟକ ନିଆଯାଇଛି।

ଏନେଇ ଘସିପୁରା ପୁଲିସ୍ ନିକଟରେ କୌଣସି ସୂଚନା‌ ନଥିବା ଥାନା ଅଧିକାରୀ ଶ୍ୟାମଘନ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe