୨୫ ଇନ୍‌ସ୍ପେକ୍ଟରଙ୍କ ବଦଳି

Advertisment
୨୫ ଇନ୍‌ସ୍ପେକ୍ଟରଙ୍କ ବଦଳି

କଟକ : ଓଡ଼ିଶା ପୁଲିସ ବିଭାଗରେ କାର୍ଯ୍ୟରତ ୨୫ ଜଣ ଇନ୍‌ସ୍ପେକ୍ଟରଙ୍କୁ ବଦଳି କରାଯାଇଛି। ଇନ୍‌ସ୍ପେକ୍ଟର ତପସ୍ୱିନୀ କହଁରଙ୍କୁ ବୌଦ୍ଧ, ଜୟ କୁମାର ପଟ୍ଟନାୟକଙ୍କୁ ବ୍ରହ୍ମପୁର, ଚିନ୍ତାମଣୀ ପ୍ରଧାନଙ୍କୁ ସମ୍ବଲପୁର, ଜୟନ୍ତ କୁମାର ବେହେରାଙ୍କୁ ବାଲେଶ୍ୱର, ଉମାଶଙ୍କର ନାୟକଙ୍କୁ କୋରାପୁଟ, ମାଣ୍ଡା ହାଁସଦାଙ୍କୁ ରାଉରକେଲା, ପ୍ରୀତି ମଞ୍ଜରୀ ମେଣ୍ଡୁଲିଙ୍କୁ ଢେଙ୍କାନାଳ, ଆଶିଷ କୁମାର ମିଶ୍ରଙ୍କୁ କ୍ରାଇମ୍‌ବ୍ରାଞ୍ଜର ଇଓଡବ୍ଲୁ, ସୁରେନ୍ଦ୍ର କୁମାର ବେଉରିଆଙ୍କୁ ନବରଙ୍ଗପୁର, ତାରିକ ଅହମଦ୍‌ଙ୍କୁ ନବରଙ୍ଗପୁର, ସୁଭାଷ ଚନ୍ଦ୍ର ରାଇଗୁରୁଙ୍କୁ ବୌଦ୍ଧ ବଦଳି କରାଯାଇଥିବା ବେଳେ ବିମ୍ବାଧର ଶଥପଥୀ ପୂର୍ବରୁ ଥିବା ବଇରି ପିଟିଆଇରେ କାର୍ଯ୍ୟ କରିବେ । ସେହିପରି ସୁଧାଂଶୁ ଭୁଷଣ ଜେନାଙ୍କୁ କମିସନରେଟ୍‌ ପୁଲିସ, ନରେଶ କୁମାର ପ୍ରଧାନଙ୍କୁ ନବରଙ୍ଗପୁର, ଦେବୀ ପ୍ରଦାସ ଦାସଙ୍କୁ କ୍ରାଇମ୍‌ବ୍ରାଞ୍ଚ, ଗୋବିନ୍ଦ ଚନ୍ଦ୍ର ବୁରୁଡ଼ାଙ୍କୁ ରାୟଗଡ଼ା, ସବିତାଞ୍ଜଳୀ ନାୟକଙ୍କୁ ବ୍ରହ୍ମପୁର, ଅରବିନ୍ଦ ପ୍ରଧାନଙ୍କୁ ସ୍ପେଶାଲ ବ୍ରାଞ୍ଚ, ମନୋରଞ୍ଜନ ପାଇକରାୟ ଭିଜିଲାନ୍ସ, ଶୁଭେନ୍ଦୁ କୁମାର ସାବତଙ୍କୁ ଭିଜିଲାନ୍ସ, ବାମଦେବ ନନ୍ଦଙ୍କୁ ଭିଜିଲାନ୍ସ, ଜ୍ଞାନେନ୍ଦ୍ର ସାହୁଙ୍କୁ ଭିଜିଲାନ୍ସ ବିଭାଗକୁ ବଦଳି ହୋଇଥିବା ବେଳେ, ରମାକାନ୍ତ ସାଇଙ୍କୁ ସୁନ୍ଦରଗଡ଼, ମନୋଜ କୁମାର ରାଉତ ଭଦ୍ରକ ଏବଂ ଦୀପକ କୁମାର ମିଶ୍ରଙ୍କୁ କମିସନରେଟ୍‌ ପୁଲିସରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe