ଚାକିରି ନାଁରେ ୨୫ ଲକ୍ଷର ଠକେଇ

ଚାକିରି ନାଁରେ ୨୫ ଲକ୍ଷର ଠକେଇ

ଝାରସୁଗୁଡ଼ା: ଲଇକେରା ଥାନା ଅନ୍ତର୍ଗତ ତିଲେଇମାଲର ସାଗର ଚୌଧୁରୀ, ସଙ୍ଗମ ପଟେଲ, କମଳେଶ ବେହେରା ଆଦି ଯୁବକଙ୍କୁ ଜେଏସ୍‌ଡବ୍ଲୁରେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ସମ୍ବଲପୁର ଜିଲ୍ଳା ଗୋବିନ୍ଦପୁରର ୩ଜଣ ଯୁବକ ଏକକାଳୀନ ୨୫ ଲକ୍ଷ ଟଙ୍କା ନେଇଥିଲେ।

ମାତ୍ର ୨ ବର୍ଷ ପରେ ବି ଯୁବକମାନଙ୍କୁ ଚାକିରି ମିଳି ନ ଥିବା ବେଳେ ଟଙ୍କା ନେଇଥିବା ଲୋକଙ୍କର ବି ଆଉ ପତ୍ତା ମିଳୁନି। ଏନେଇ ଯୁବକମାନେ ଠକେଇର ଶିକାର ହୋଇଥିବା ଜାଣିବା ପରେ ଲଇକେରା ଥାନାର ଦ୍ବାରସ୍ଥ ହୋଇଥିବା ବେଳେ ପୁଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe