Image Courtesy of India Today
ବରଗଡ଼ : କୃଷି ବିଲ୍ ବିରୋଧରେ ଦିଲ୍ଲୀଠାରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଦେବା ପାଇଁ ପଶ୍ଚିମ ଓଡ଼ିଶା କୃଷକ ସମନ୍ବୟ ସମିତିର ଆହ୍ବାନରେ ୨୮ ଜଣ ଚାଷୀ ଦିଲ୍ଲୀ ଯାତ୍ରା କରିଛନ୍ତି। ଏଥିରେ ହର ବଣିଆ, ସୁଶୀଲ ସାହୁ, କିଶୋର ସାହୁ, ଚିତ୍ତରଂଜନ ଛନ୍ଦ, ଲକ୍ଷ୍ମଣ ସୁନା, ନିତ୍ୟାନନ୍ଦ ସାହୁ, ଧନ୍ୟ ସାହୁ, ଦେବେନ୍ଦ୍ର ପଧାନ, ଚିନ୍ତାମଣି ସାହୁ, ମୋତିରାମ ସାହୁ, ହିରନ ବୁଡ଼େକ, ଗୋପବନ୍ଧୁ ସିକା, ଧନେଶ୍ବର ମହାନନ୍ଦ, ନିମାଇଁ ମହାପାତ୍ର, ହିମାଂଶୁ ମହାକର, ଲଲିତ ପଧାନ, ବାଳକିଶୋର ଛତର, ସୀତାରାମ ମେହେର, ଜଳଧର ପଟେଲ, ଜୟସିଂ ନାଏକ, କିଶୋର ସ୍ବାଇଁ, ପଞ୍ଚାନନ ପଧାନ, ବିଶ୍ବନାଥ ରଣା, ବିନୋଦ ବିହାରୀ ପଟେଲ, ଗଣେଶ ମହାକୁର, ବିରଂଚି ମହାକୁର, ରାଜକିଶୋର ଦୁଲହାରି, ଉପେନ୍ଦ୍ର ବାଗ ସାମିଲ ଅଛନ୍ତି।
Follow Us