ବିପୁଳ ପରିମାଣର ଦେଶୀ ମଦ ଜବତ, ଜଣେ ମହିଳାଙ୍କ ସମେତ ତିନି ଗିରଫ

Advertisment
ବିପୁଳ ପରିମାଣର ଦେଶୀ ମଦ ଜବତ, ଜଣେ ମହିଳାଙ୍କ ସମେତ ତିନି ଗିରଫ

ରୁପସା: ଆଜି ବାଲେଶ୍ବର ଜିଲ୍ଲାର ବସ୍ତା ଥାନା ଅଞ୍ଚଳରୁ ବିପୁଳ ପରିମାଣର ଦେଶୀ ମଦ ଜବତ ହୋଇଛି। ଏହି ମାମଲାରେ ଜଣେ ମହିଳାଙ୍କ ସମେତ ତିନିଜଣଙ୍କୁ ଗିରଫ କରାଯାଇଥିବାର ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ବସ୍ତା ଥାନା ଅଞ୍ଚଳରୁ ୨୪ଶହ ଲିଟର ଦେଶୀ ମଦ ଜବତ ହୋଇଛି। ଏହି ମାମଲରେ ବସ୍ତା ଥାନା ଅନ୍ତର୍ଗତ କୁଣ୍ଡେଇ ଗ୍ରାମର ମଞ୍ଜୁଲତା ନାୟକ (୪୫), ଅମର୍ଦ୍ଦା ରୋଡର ମିଥୁନ ସିଂହ (୨୬) ଓ ବସନ୍ତପୁରର ଗୁଣଧର ମାରାଣ୍ଡି (୬୭)ଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe