ଗୁଳିମାଡ଼ ଓ ଆକ୍ରମଣ ଘଟଣାରେ ଆଉ ୩ ଗିରଫ

Advertisment
କ୍ୟାପିଟାଲ କ୍ରାଇମ: ସରକାରୀ ଜମିକୁ କେନ୍ଦ୍ରକରି ଗଣ୍ଡଗୋଳ,୨ ଗିରଫ

ବରଗଡ଼: ଗତ ୯ ତାରିଖ ବରଗଡ଼ ସହରରେ ଗୁଳିମାଡ଼ ଏବଂ ସଂଘବଦ୍ଧ ଆକ୍ରମଣରେ ଜଗନ୍ନାଥ କର୍ଣ୍ଣ ନାମକ ଜଣେ ଯୁବକ ଗୁରୁତର ହୋଇଥିଲେ। ଏହି ମାମଲାରେ ପୁଲିସ୍‌ ଆହୁରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପାଣିଛତର୍‌ରେ ରହୁଥିବା ରୋହିତ ଯାଦବ, ସଦର ଥାନା ଲାଉନ୍‌ସରାର କ୍ଷୀରୋଦ୍ର ବିଶ୍ବାଳ ଏବଂ ଷ୍ଟେସନପଡ଼ାର ବିଜୟ କେତନ ମହାନ୍ତି।

ଏମାନଙ୍କ ପାଖରୁ ଗୋଟିଏ ପିସ୍ତଲ ଏବଂ ଗୁଡ଼ାଏ ମାରଣାସ୍ତ୍ର ଜବତ ହୋଇଛି। ସୂଚନାଯୋଗ୍ୟ, ଉପରୋକ୍ତ ଅଭିଯୁକ୍ତମାନଙ୍କୁ ମିଶାଇ ଏହି ଘଟଣାରେ ମୋଟ୍‌ ୧୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe