ରାଉରକେଲା-ଗୁଣୁପୁର-ରାଉରକେଲା ଏକ୍ସପ୍ରେସ୍‌ରେ ୩ ନୂଆ ବଗି

ରାଉରକେଲା-ଗୁଣୁପୁର-ରାଉରକେଲା ଏକ୍ସପ୍ରେସ୍‌ରେ ୩ ନୂଆ ବଗି

The Avenue Mail

ଭୁବନେଶ୍ବର : ରାଉରକେଲା-ଗୁଣୁପୁର-ରାଉରକେଲା ଏକ୍ସପ୍ରେସ୍‌ରେ ଏଣିକି ଗୋଟିଏ ଅତିରିକ୍ତ ଏସି-୨ ଟାୟର, ଗୋଟିଏ ଅତିରିକ୍ତ ଏସି-୩ ଟାୟର ଏବଂ ଗୋଟିଏ ଅତିରିକ୍ତ ସ୍ଲିପର ଶ୍ରେଣୀର କୋଚ୍ ସ୍ଥାୟୀଭାବେ ଯୋଡ଼ା ହେବ। ପିଆଇବି, ଭୁବନେଶ୍ବର ଟ୍ବିଟର ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି। ଏଥି ସହ ଖଡ଼ଗପୁର-ଖୋର୍ଦ୍ଧାରୋଡ୍-ଖଡ଼ଗପୁର ଏକ୍ସପ୍ରେସ୍ ପୁଣି ମେ ୩ ମଙ୍ଗଳବାରଠାରୁ ଚାଲିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe