ଭୁବନେଶ୍ୱର : ଆଜି ତିନିଜଣ ଓଏଏସ୍ ଅଧିକାରୀ(କନିଷ୍ଠ ଶ୍ରେଣୀ)ଙ୍କୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି। ସେମାନେ ହେଉଛନ୍ତି ନରେନ୍ଦ୍ର କୁମାର ମନ୍ତ୍ରୀ, ଅନୁ ସଚିବ, ରାଜ୍ୟ ପରିବହନ କର୍ତ୍ତୃପକ୍ଷ, କଟକ; ଧରଣୀଧର ବେହେରା, କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବିଡିଓ ଏବଂ ନୀତିରଞ୍ଜନ ସେନ୍, ଜଗତ୍ସିଂହପୁର ତହସିଲଦାର। ସେମାନେ ଓଏଏସ୍(ଗେଡ୍-୧) ବରିଷ୍ଠ ଶ୍ରେଣୀକୁ ପଦୋନ୍ନତି ପାଇଥିଲେ ହେଁ, ସର୍ତ୍ତ ମୁତାବକ ଏହା ବର୍ଷକ ପାଇଁ କିମ୍ବା ଲୋକସେବା କମିସନଙ୍କ ସୁପାରିସ ମିଳିବା ପର୍ଯ୍ୟନ୍ତ ବଳବତ୍ତର ରହିବ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us