୩ଟି ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌

Advertisment
ବାତ୍ୟା ପାଇଁ ୨୬ ଟ୍ରେନ୍‌ ବାତିଲ୍‌

RailPost.in

ଭୁବନେଶ୍ବର : କୋଭିଡ୍‌ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୩ଟି ସ୍ବତନ୍ତ୍ର ଟ୍ରେନ୍‌କୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାତିଲ କରିଛି। ବିଶାଖାପାଟଣା-ରାୟଗଡ଼ା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୦୮/୦୮୫୦୭) ଏପ୍ରିଲ ୩୦ରୁ ବିଶାଖାପାଟଣା ଓ ରାୟଗଡାରୁ ମେ’ ୧ରୁ, ବିଶାଖାପାଟଣା-ଗୁଣୁପୁର-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୨୨/୦୮୫୨୧) ଏପ୍ରିଲ ୩୦ରୁ ଉଭୟ ଦିଗରୁ ବାତିଲ ରହିବ। ବିଶାଖାପାଟଣା-ପଲାସା-ବିଶାଖାପାଟଣା ସ୍ବତନ୍ତ୍ର ଟ୍ରେନ୍‌(୦୮୫୩୨/୦୮୫୩୧) ଏପ୍ରିଲ ୩୦ରୁ ବିଶାଖାପାଟଣାରୁ ଓ ପଲାସାରୁ ମେ’ ୧ରୁ ବାତିଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe