ରାଜ୍ୟରେ ଅପରାହ୍ଣ୧ଟା ସୁଦ୍ଧା ୩୪% ଭୋଟ୍‌ ଦାନ; କେନ୍ଦୁଝରରେ ସର୍ବାଧିକ ୩୪%, ଭୁବନେଶ୍ୱରରେ ସର୍ବନିମ୍ନ ୨୦%

Advertisment
ରାତି ୮ଟା ୩୦ ସୁଦ୍ଧା ଖଣ୍ଡପଡ଼ାରେ ୭୪.୫୦ ପ୍ରତିଶତ ମତଦାନ

file photo

ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ନିର୍ବାଚନରେ ମଙ୍ଗଳବାର ଅପରାହ୍ଣ ୧ଟା ସୁଦ୍ଧା ୩୪% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

ପାଲଲହଡ଼ାରେ ୪୨%, ତାଳଚେରରେ ୩୨%, ଅନଗୁଳରେ ୩୫%, ଛେଣ୍ଡିପଦା ୩୬% ଏବଂ ଆଠମଲ୍ଲିକରେ ୨୮% ଭୋଟ୍‌ ଗ୍ରହଣ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଦିନ ୧ଟା ସୁଦ୍ଧା କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ୩୪% ଭୋଟ୍‌ ଦାନ ଏବଂ ଭୁବନେଶ୍ୱରରେ ସର୍ବନିମ୍ନ ୨୦% ଭୋଟ୍‌ ଦାନ ହୋଇଥିବା ଜଣାପଡ଼ିଛି।

ପୂର୍ବାହ୍ନ ୧୮% ମତଦାନ ହୋଇଥିବା କଥା ପୂର୍ବରୁ ସୂଚନା ଦିଆଯାଇଥିଲା।

ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe