ଭୁବନେଶ୍ବର: ଆଜି ରାଜ୍ୟରେ ୩୪୬୪ କରୋନା ସଂକ୍ରମିତ ସୁସ୍ଥ ହୋଇଥିବାର ଖବର ମିଳିଛି। ଏଥିମଧ୍ୟରୁ ଖୋର୍ଦ୍ଧାରୁ ୫୪୧, ସୁନ୍ଦରଗଡ଼ରୁ ୫୨୬, ନୂଆପଡ଼ାରୁ ୩୪୦, ଝାରସୁଗୁଡ଼ାରୁ ୨୩୮, କେନ୍ଦୁଝରରୁ ୧୯୯, ସମ୍ବଲପୁରରୁ ୧୫୩, କଟକରୁ ୧୫୨, ବରଗଡ଼ରୁ ୧୪୦, ପୁରୀରୁ ୧୨୮, ନବରଙ୍ଗପୁରରୁ ୯୭ ଓ ବଲାଙ୍ଗୀରରୁ ୮୭ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us