ଓଡ଼ିଶାରେ ଅପରାହ୍ନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ

ଓଡ଼ିଶାରେ ଅପରାହ୍ନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ

ଭୁବନେଶ୍ବର: ଶେଷ ପର୍ଯ୍ୟାୟରେ ଶନିବାର ରାଜ୍ୟର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମିଳିଥିବା ସୂଚନା ମୁତାବକ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ ଅପରାହ୍ନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ ହୋଇଛି ।

ବାଲେଶ୍ୱରରେ ୪୧.୪୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୩୪.୭୩ ପ୍ରତିଶତ , କଟକରେ ୩୯ ପ୍ରତିଶତ, ଜଗତସିଂପୁରରେ ୩୬.୮୫ ପ୍ରତିଶତ, ଯାଜପୁରରେ ୩୩.୯୬ ପ୍ରତିଶତ, କେନ୍ଦ୍ରାପଡାରେ ୩୪.୪୫ ପ୍ରତିଶତ, ମୟୂରଭଞ୍ଜରେ ୩୯.୬୫ ପ୍ରତିଶତ ଓ ପୁରୀରେ ୪୨.୮୫ ପ୍ରତିଶତ ମତଦାନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe