ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ  

ସେୟାରିଂ ନାଁରେ ଚୂନ, ବନ୍ଧାହେଲେ ବିଲ୍‌ଡର

The Guardian Nigeria

ସମ୍ବଲପୁର: ଟାଉନ୍‌ ଥାନା ଫାଟକ ରେଳ ଷ୍ଟେସନ୍‌ ନିକଟରେ ଚାଲିଥିଲା ଡକାୟତି ଯୋଜନା। ଏ ନେଇ ସୂଚନା ପାଇବା ପରେ ପୁଲିସ ଉକ୍ତ ଅଞ୍ଚଳରେ ଚଢ଼ଉ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର୍‌ ହୋଇଯାଇଥିଲା।

ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଧୁଚୁରାପଡ଼ାର ଭୀମ ବାଗ(୩୦), ଭତରାର ସନ୍ତୋଷ ନାଗ(୩୬), କୁମ୍ଭାରପଡ଼ାର ଏସ୍‌କେ କଲିମ୍‌(୨୭) ଓ ସାହୁ କଲୋନିର ରବି ଦାସ(୨୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe