୪ ଶିକାରୀ ଗିରଫ; କୁରାଢ଼ି, ୭ କେଜି ତାର ଜବତ

ଯୁବକଙ୍କୁ ଛୁରିରେ ଆକ୍ରମଣ ଘଟଣା: ଫେରାର୍‌  ଅଭିଯୁକ୍ତ ଗିରଫ

Image Courtesy of East Coast Daily English

କେନ୍ଦୁଝର:  କେନ୍ଦୁଝର ବନ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଆଜି ତେଲକୋଇ ବ୍ଲକ୍ ତଳପଦା ଜଙ୍ଗଲରୁ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗୁଡ଼ାର ବୁଦ୍ଧଦେବ ମୁଣ୍ଡା(୪୨), ଗୋବର୍ଦ୍ଧନ ମହାନ୍ତ(୨୩), ଡମ୍ବରୁଧର ନାଏକ ଏବଂ ଗୁରୁଚରଣ ନାଏକ(୫୦)।

ସେମାନଙ୍କଠାରୁ ଦୁଇଟି କୁରାଢ଼ି, ୭ କେଜି ତାର, ଗୋଟିଏ ବୋତଲ ମହୁଆ ମଦ ଏବ ବ୍ୟାଗଭର୍ତ୍ତି ‌ଖାଲି ବୋତଲ ଜବତ କରାଯାଇଛି ବୋଲି ଡିଏଫଓ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe