ଭୁବନେଶ୍ବରରୁ ଔଷଧ ନେଇ ବିଜୟନଗରମକୁ ଯାତ୍ରା କରିଲା ପାର୍ସଲ୍ ଟ୍ରେନ୍

ଭୁବନେଶ୍ବରରୁ ଔଷଧ ନେଇ ବିଜୟନଗରମକୁ ଯାତ୍ରା କରିଲା ପାର୍ସଲ୍ ଟ୍ରେନ୍

ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ରେଳ ମନ୍ତ୍ରାଳୟ ପକ୍ଷରୁ ଚଳାଚଳ କରୁଥିବା ଏକ ପାର୍ସଲ୍ ଟ୍ରେନ୍ ଯାତ୍ରା କରିଛି। ଏହା ଭୁବନେଶ୍ବର ରେଳଷ୍ଟସନରେ ସକାଳ ୯ଟା ୫୫ ମିନିଟରେ ପହଞ୍ଚି ୧୦ଟା ବେଳେ ଯାତ୍ରା କରିଛି। ଏହା ବ୍ରହ୍ମପୁର ବାଟ ଦେଇ ବିଜୟନଗରମକୁ ଯାତ୍ରା କରିଥିବା ଜଣାଯାଇଛି।

ଏଥିରେ ମୋଟ ଓଜନ ୪୮୦ କିଲୋଗ୍ରାମ୍ ଓଜନର ମାଲ ଲୋଡ୍ କରାଯାଇଛି। ଭୁବନେଶ୍ବର ରେଳଷ୍ଟସନରେ ୪୧ଟି ମେଡିସିନ୍ କାର୍ଟୁନ୍ ଲୋଡିଂ କରାଯାଇଥିବା ଜଣାଯାଇଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe