ମୟୂରଭଞ୍ଜ ଜିଲ୍ଲାରୁ ୪୨ କରୋନା ଆକ୍ରାନ୍ତ ଚିହ୍ନଟ, ୫୬ ସୁସ୍ଥ

Advertisment
ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା: ୪ ସଂକ୍ରମିତ ୯ ସୁସ୍ଥ

chronicle.com

ବାରିପଦା : ଆଜି ମୟୂରଭଞ୍ଜ ଜିଲ୍ଲାରୁ ୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ରାଜ୍ୟରେ ସର୍ବାଧିକ ଆକ୍ରାନ୍ତ ତାଲିକାର ୪ର୍ଥ ସ୍ଥାନରେ ରହିଛି । ଏଥି ସହିତ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୩,୦୮୮ରେ ପହଞ୍ଚିଛି । ସେହିପରି ଆଜି ଜିଲ୍ଲାରୁ ୫୬ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ୧୨, ୫୯୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଆଜିସୁଦ୍ଧା ଜିଲ୍ଲାରେ ୪୬୯ ଜଣ ସକ୍ରିୟ ଥାଇ କୋଭିଡ଼ ହସପିଟାଲ ଓ ହୋମ ଆଇସୋଲେସନରେ ଚିକିତ୍ସା ହେଉଥିବା ବେଳେ ଜିଲ୍ଲାରେ ମୋଟ ୮୨ ଜଣଙ୍କର ମୃତ୍ୟୁ ହୋଇଥିବାର ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe