୩ ବର୍ଷରେ ମହିଳା କମିସନ୍‌ରେ ୪୬୦୭ଟି ମାମଲା

Advertisment
୩ ବର୍ଷରେ ମହିଳା କମିସନ୍‌ରେ ୪୬୦୭ଟି ମାମଲା

m.dailyhunt.in

ଭୁବନେଶ୍ବର : ୨୦୧୮-୧୯ରୁ ଚଳିତ ବର୍ଷ ମଧ୍ୟରେ ୪୬୦୬ଟି ଘରୋଇ ହିଂସା, ଯୌତୁକ ନିର୍ଯାତନା, ଛାଡ଼ପତ୍ର ଓ ଦୁଷ୍କର୍ମ ଆଦି ମାମଲା ମହିଳା‌ କମିସନ୍‌ରେ ପହଞ୍ଚିଛି। ସେଥିରୁ ୨୭୧୫ଟି ମାମଲାର ଫଇସଲା କରାଯାଇଛି। ୧୮୯୧ଟି ମାମଲା ବିଚାରାଧୀନ ଅଛି। ମହିଳା କମିସନ ନିଜ ଆଡ଼ୁ ୧୦୭ଟି ମାମଲା ରୁଜୁ କରିଛନ୍ତି। ଆଜି ବିଧାନସଭାରେ ନବଚରଣ ମାଝୀଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ସୂଚନା ‌େଦଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe