୪୭୩ ଡାକଘରେ ମିଳିବ ସମସ୍ତ ପ୍ରକାର ଆଧାର ସୁବିଧା

Advertisment
ବିଳମ୍ବରେ ମନିଅର୍ଡର୍‌ ପହଞ୍ଚିବା ଘଟଣା: ତଦନ୍ତ କରିବ ଡାକ ବିଭାଗ, ୫୦ କିମି ବାଟକୁ ଲାଗିଥିଲା ୫ ବର୍ଷ

ଭୁବନେଶ୍ୱର : ଆଧାର କାର୍ଡ ସମ୍ପର୍କିତ ସମସ୍ତ ସେବା ଯେପରି ଆଧାର ପଞ୍ଜୀକରଣ, ଆବଶ୍ୟକ ସଂଶୋଧନ ଇତ୍ୟାଦି ଏବେଠାରୁ ନିର୍ଦ୍ଧାରିତ ଡାକ ଘରେ ଉପଲବ୍ଧ ହେବ। ପୂର୍ବରୁ ଓଡ଼ିଶା ଡାକ ପରିମଣ୍ଡଳ ଅନ୍ତର୍ଗତ ଅଳ୍ପ କିଛି ଡାକ ଘରେ ଏହି ସୁବିଧା ମିଳୁଥିଲା। ଏହି ସମସ୍ତ ସେବା ଏବେ ୪୭୩ଟି ଡାକଘରକୁ ସମ୍ପ୍ରସାରିତ କରାଯାଉଛି। ତେବେ ଭାରତ ସରକାରଙ୍କ ନିଷ୍ପତ୍ତି କ୍ରମେ ବର୍ତ୍ତମାନଠାରୁ ୨ଟି କିମ୍ବା ଊର୍ଦ୍ଧ୍ୱ କାଉଣ୍ଟର ଥିବା କମ୍ପ୍ୟୁଟରାଇଜଡ୍‌ ଡାକଘରଗୁଡ଼ିକୁ ଆଧାର ପଞ୍ଜୀକରଣ ତଥା ସଂଶୋଧନ କେନ୍ଦ୍ର ରୂପେ ନିର୍ଦ୍ଧାରିତ କରାଯାଉଛି। ଆଧାର କାର୍ଡ ପଞ୍ଜୀକରଣ ପାଇଁ ଜନସାଧାରଣଙ୍କୁ କୌଣସି ଶୁଳ୍କ ଦେବାକୁ ପଡୁନଥିବା ବେଳେ ଅନ୍ୟାନ୍ୟ ସୁବିଧା ପାଇଁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସାମାନ୍ୟ ଶୁଳ୍କ ଆଦାୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe