ଜିଲ୍ଲାସ୍ତରରେ ନିଯୁକ୍ତ ହେଲେ ୪୭୭ ପିଜି ଡାକ୍ତର

Advertisment
୪ବର୍ଷ ପରେ ଓପିଏସ୍‌ସି ମାଧ୍ୟ‌ମରେ ହେବ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତି, ଲିଖିତ ପରୀକ୍ଷା ଦେଇ ନିଯୁକ୍ତି ପାଇବେ ଡାକ୍ତର

amarujala.com

ଭୁବନେଶ୍ବର : ରାଜ୍ୟରେ କୋଭିଡ୍‌ର ସୁପରିଚାଳନା ପାଇଁ ରାଜ୍ୟ ସରକାର ଆଜି ୪୭୭ ପିଜି ଡାକ୍ତରଙ୍କୁ ଜିଲ୍ଲାସ୍ତରରେ ନିୟୋଜିତ କରିଛନ୍ତି। ପିଜି ଶେଷ କରି ମେଡିକାଲ କଲେଜରେ ନିୟୋଜିତ ହୋଇଥିବା ୨୨୫ ଇନ-ସର୍ଭିସ ଓ ନିକଟରେ ପିଜିରେ ଯୋଗ ଦେଇଥିବା ୨୫୨ ଡାକ୍ତର ବିଭିନ୍ନ ଜିଲ୍ଲାରେ ଆସନ୍ତା ୩ ମାସ ପାଇଁ କାର୍ଯ୍ୟ କରିବେ। ଏସ୍‌ସିବି ମେଡିକାଲ, ବୁର୍ଲା ଭିମସାର, ଏମ୍‌କେସିଜି ବ୍ରହ୍ମପୁରରେ ସଂପୃକ୍ତ ଡାକ୍ତରମାନେ କାର୍ଯ୍ୟରତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe