ହୀରାକୁଦର ୫ଟି ଗେଟ୍ ଖୋଲା

Advertisment
ହୀରାକୁଦର ୫ଟି ଗେଟ୍ ଖୋଲା

The New Indian Express

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ମଧ୍ୟ ୫ଟି ସ୍ପିଲୱେ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ ଚାଲିଛି। ମଂଗଳବାର ରାତି ୯ଟାରେ ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ୍‌ରେ ପହଂଚିଛି।

ଏହି ସମୟରେ ଜଳଭଣ୍ଡାରକୁ ୧,୩୧,୪୮୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧, ୧୫,୪୪୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲୱେ ଦେଇ ୭୫,୭୮୦ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୩୫,୨୭୪ କ୍ୟୁସେକ ଜଳ ମହାନଦୀକୁ ଛଡ଼ାଯାଇଛି। ସେହିପରି ଜଳସେଚନ ପାଇଁ ବିଭିନ୍ନ କେନାଲରେ ୪,୧୧୩ କ୍ୟୁସେକ ଜଳ ଛଡ଼ାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe