୫ ହାଇୱେ ଲୁଟେରା ଗିରଫ

Advertisment
୫ ହାଇୱେ ଲୁଟେରା ଗିରଫ

ଭୁବନେଶ୍ବର: ନୟାପଲ୍ଲୀ ଥାନା ପୁଲିସ୍ ପକ୍ଷରୁ ୫ ହାଇୱେ ଲୁଟେରା ଗ୍ୟାଙ୍ଗକୁ ଗିରଫ କରାଯାଇଛି। ଲୁଟେରାମାନେ ବାଇକ୍‌ରେ ଆସି ହାଇୱେରେ ଲୋକଙ୍କଠାରୁ ଲୁଟ୍ କରୁଥିଲେ। ଚଳନ୍ତା ଗାଡ଼ିରୁ ସୁନାଚେନ୍ ଲୁଟି ‌ନେଉଥିଲେ।

ଲୁଟ୍ ପରେ ଯେଭଳି ପୁଲିସ୍ ଟେର୍ ପାଇବ ନାହିଁ ସେଥିପାଇଁ ଲୁଟେରାମାନେ ଗାଡିର ନମ୍ବର ପ୍ଲେଟ୍ ବଦଳାଇ ଦେଉଥିଲେ। ସେମାନଙ୍କଠାରୁ ସୁନାଚେନ୍, ବାଇକ୍ ଏବଂ ନଗଦ ଟଙ୍କା ଜବତ ହୋଇଛି ବୋଲି ପୁଲିସ୍ କମିଶନର ସଞ୍ଜିବ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe