ମହୁମାଛି ଆକ୍ରମଣରେ ୫ ଗୁରୁତର

Advertisment
ମହୁମାଛି ଆକ୍ରମଣରେ ୫ ଗୁରୁତର

କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ପୁଟିଗାଁସ୍ଥିତ ଶିବ ମନ୍ଦିର ଠାରେ ମହୁମାଛି ଆକ୍ରମଣରେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି। ସ. ମାଲପଡ଼ା ଗାଁର କୁଶ ସାହୁ ତାଙ୍କ ଝିଅଙ୍କ ଚୂଡ଼ାକରଣ କରୁଥିବା ସମୟରେ ହଠାତ୍‌ ମହୁମାଛି ଗୁଡ଼ିକ ଉପସ୍ଥିତ ଲୋକମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ମକାରୁ ସାହୁ, ଭୂପିନ୍ଦ୍ର ସାହୁ, ଅଭିମନ୍ୟୁ ସାହୁ, ବିଜେମଲ ସାହୁ ପ୍ରମୁଖ ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ କେସିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe