ମାମୁଘର ଗାଁ ନଦୀରେ ବୁଡି ୫ ବର୍ଷର ଶିଶୁ କନ୍ୟା ମୃତ

ମାମୁଘର ଗାଁ ନଦୀରେ ବୁଡି ୫ ବର୍ଷର ଶିଶୁ କନ୍ୟା ମୃତ

ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଜରି ଗାଁରେ ଏକ ଅଘଟଣ ଘଟିଛି। ନଦୀରେ ବୁଡି ୫ ବର୍ଷର ଶିଶୁ କନ୍ୟାଙ୍କର ମୃତ୍ୟୁ ଘଟିଛି। ମା’ଙ୍କ ସହ ଖରସ୍ରୋତା ନଦୀକୁ ଗାଧୋଇବା ଯାଇଥିବା ସମୟରେ ଏହି ଅଘଟଣ ଘଟିଛି।

ମୃତ ଶିଶୁ କନ୍ୟା କେନ୍ଦ୍ରାପଡା ବାଳକାଟି ଅଞ୍ଚଳର ଦୀପ୍ତି ରଞ୍ଜନ ମଲ୍ଲିକଙ୍କ ଝିଅ ସୋନି ମଲ୍ଲିକ। ଯାଜପୁର ବିଞ୍ଝାରପୁର ଥାନା ଜରି ଅଞ୍ଚଳରେ ଥିବା ମାମୁ ଘରକୁ ସୋନି ତାଙ୍କ ମା’ଙ୍କ ସହିତ ଆସିଥିଲେ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe