ଆଜି ରାଜ୍ୟରେ ସୁସ୍ଥ ହେଲେ ୫୩୮ ଜଣ କରୋନା ଆକ୍ରାନ୍ତ

Advertisment
ଅର୍ଥ ମନ୍ତ୍ରଣାଳୟ ରିପୋର୍ଟ: ଦ୍ବିତୀୟ ଲହର ମୁକାବିଲା ଲାଗି ଭାରତ ପ୍ରସ୍ତୁତ

New Indian Express ସାଙ୍କେତିକ ଫଟୋ

ଭୁବନେଶ୍ଵର: ଆଜି ରାଜ୍ୟରେ ୫୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ଏମାନଙ୍କ ମଧ୍ୟରେ ଖୋର୍ଦ୍ଧାର ୭୫ ଜଣ ଥିବାବେଳେ ସୁନ୍ଦରଗଡର ୭୩ ଜଣ, କଳାହାଣ୍ଡିର ୬୪ ଜଣ, ନୂଆପଡାର ୬୨ ଜଣ, ବଲାଙ୍ଗୀରର ୩୫ ଜଣ, କଟକର ୨୬ ଜଣ, ଝାରସୁଗୁଡ଼ାର ୨୫ ଜଣ, କେଉଁଝରର ୨୦ ଜଣ, ବରଗଡ଼ର ୧୯ ଜଣ, ମୟୁରଭଞ୍ଜର ୧୫ ଜଣ, ନବରଙ୍ଗପୁରର ୧୫ ଜଣ ସୁସ୍ଥ ହୋଇଛନ୍ତି |


ସେହିପରି ରାୟଗଡାର ୧୪ ଜଣ, ଅନୁଗୁଳର ୧୨ ଜଣ, ଯାଜପୁରର ୧୧ ଜଣ, ନୟାଗଡର ୧୧ ଜଣ, ପୁରୀର ୧୧ ଜଣ, ସମ୍ବଲପୁରର ୧୦ ଜଣ, ଗଞ୍ଜାମର ୮ ଜଣ, ବାଲେଶ୍ୱରର ୫ ଜଣ, ଭଦ୍ରକର ୪ ଜଣ, କନ୍ଧମାଳର ୩ ଜଣ, ମାଲକାନଗିରିର ୨ ଜଣ, ଜଗତସିଂହପୁର ଓ କୋରାପୁଟର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି | ସେହିପରି ୧୬ ଜଣ ଷ୍ଟେଟ ପୁଲରୁ ସୁସ୍ଥ ହୋଇଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe