୫୭ ଇନ୍‌ସପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି

Advertisment
ଆଇଜିରୁ ସିପାହି ଯାଏ ସବୁ ପାହ୍ୟାରେ ପଦବି ଖାଲି: ଦୁର୍ବଳ ଭିତ୍ତିଭୂମିରେ ରାଜ୍ୟ ପୁଲିସ

Odisha-Police

କଟକ : ଓଡ଼ିଶା ପୁଲିସ ବିଭାଗର ୫୭ ଜଣ ପୁଲିସ ଇନସ୍ପେକ୍ଟରଙ୍କୁ ଡିଏସ୍‌ପି ପାହ୍ୟାକୁ ପଦୋନ୍ନତି ମିଳିଛି। ପଦୋନ୍ନତି ସଂକ୍ରାନ୍ତ ବିଜ୍ଞପ୍ତି ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଛି।

ପଦୋନ୍ନତି ପାଇଥିବା ପୁଲିସ ଇନସ୍ପେକ୍ଟରମାନେ ହେଉଛନ୍ତି, ମନୋରଞ୍ଜନ ପରିଡ଼ା, ସୁରେନ୍ଦ୍ର ନାଥ ଦାସ, ରମେଶ ଚନ୍ଦ୍ର ଦାସ, ସୁଜିତ କୁମାର ପ୍ରଧାନ, ସୁବ୍ରତ କୁମାର ବେହେରା, ଆନନ୍ଦ କୁମାର ଡୁଙ୍ଗୁଡୁଙ୍ଗୁ, ଗୋବିନ୍ଦ ଚନ୍ଦ୍ର ବୁରୁଡ଼ା, ଜିତେନ୍ଦ୍ର କୁମାର ସାହୁ, ଦମନ ଚରଣ ଟୁଡୁ, ଜ୍ୟୋତ୍ସ୍ନା କୁଅଁରି, ସୁବନ କୁମାର କିଶାନ, ବାସୁଦେବ ଛତ୍ରିଆ, ଅନିଲ କୁମାର ମହାନ୍ତି, କପିଳେଶ୍ବର ବେହେରା, ଅଶୋକ କୁମାର ମହାପାତ୍ର, ଓନାମ ଲାକ୍ରା, ପ୍ରଭାତ କୁମାର ତ୍ରିପାଠୀ, ପ୍ରସନ୍ନ କୁମାର ଦାସ, ମିନାକ୍ଷୀ ପ୍ରଧାନ, କନକଲତା ବିଶୋଇ, ଗଗନ ବିହାରୀ ବିଶ୍ବାଳ, ମନୋଜ କୁମାର ଶତପଥୀ, ସନ୍ତୋଷ କୁମାର ଜେନା, ନିର୍ମଳ ଚନ୍ଦ୍ର ପାଣିଗ୍ରାହୀ, ଅଳକାନନ୍ଦ ସାହୁ, ଜ୍ୟୋତି ପ୍ରସନ୍ନ ନାୟକ, ଉମାକାନ୍ତ ପ୍ରଧାନ, ପ୍ରିୟସ ରଞ୍ଜନ ଛୋଟରାୟ, ସୁଜାତା ମିଶ୍ର, ଅମିତାଭ ପଣ୍ଡା, ସୁଶାନ୍ତ ଦାସ, ସନ୍ତୋଷ କୁମାର ସାହୁ, ପ୍ରଶାନ୍ତ କୁମାର ସାହୁ, ବିରଞ୍ଚି ନାରାୟଣ ପତି, ମଳୟ କୁମାର ପୁରୋହିତ, ଉମାକାନ୍ତ ନାୟକ, ଚିନ୍ମୟ ରାଉତ, ଅଭୟ କୁମାର ପ୍ରଧାନ, ରବିନାରାୟଣ ଭଞ୍ଜ, ମଦନ ମୋହନ ପ୍ରଧାନ, ଗୌରହରି ସାହୁ, ଅଶୋକ କୁମାର ଗିରି, ମାଧବାନନ୍ଦ ନାୟକ, ଜୟନ୍ତ କୁମାର ଦୋରା, ସୁଶାନ୍ତ କୁମାର ମିଶ୍ର, ସୁରେନ୍ଦ୍ର କୁମାର ବଳ, ଦୀପ୍ତିକାନ୍ତ ପ୍ରଧାନ, ବିଶ୍ବଜା କୁମାର ରାଉତରାୟ, ଜୟଦେବ ବିଶ୍ବଜିତ, ନରେନ୍ଦ୍ର କୁମାର ମାଝୀ, କୈଳାସ ଚନ୍ଦ୍ର ସେଠୀ, କନକଲତା ପ୍ରଧାନ, ପ୍ରଦ୍ୟୁମ୍ନ କିଶୋର ବେହେରା, ବାବୁଲି ନାୟକ, କଳାବତୀ ବାଗ୍, ସରୋଜ ପୁନମ କିଶପୋଟା ଓ ସୁରେଶ କୁମାର କହଁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe