୬ ନୂଆ ଥାନା ପାଇଁ ୬ ଇନ୍ସପେକ୍ଟର ପଦବି ମଞ୍ଜୁର

Advertisment
ବର୍ଦ୍ଦିରେ ଅପରାଧୀ! ୮ ବର୍ଷରେ ୪୦୬ ମାମଲା, ଜଣେ ବି ହୋଇ ନାହାନ୍ତି ‌ଦୋଷୀ

dacoromania.org

ଭୁବନେଶ୍ବର : ରାଜ୍ୟର ୬ଟି ନୂଆ ଥାନା ପାଇଁ ୬ ଇନ୍ସପେକ୍ଟର ସମେତ ୧୨ଟି ପଦବିକୁ ମଞ୍ଜୁରି ମିଳିଛି। ସ୍ପେସାଲ ଅପରେସନ ଗ୍ରୁପରୁ ୧୨ଟି ପଦବି ଉଚ୍ଛେଦ କରାଯିବା ସହ ରାଜ୍ୟପାଳଙ୍କ ମଞ୍ଜୁରି ପରେ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

publive-image

ପ୍ରତି ଥାନାରେ ଜଣେ ଲେଖାଏଁ ଇନ୍ସପେକ୍ଟର ଏବଂ ଜଣେ ଲେଖାଏଁ ହାବିଲଦାର ପଦବିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ସେହିପରି ୬ଟି ଥାନାରେ ଅତିରିକ୍ତ ମାନବ ସମ୍ବଳକୁ ମଧ୍ୟ ମଞ୍ଜୁରି ମିଳିଛି। ସେହି ନୂତନ ଥାନାଗୁଡ଼ିକ ହେଲା ଭୁବନେଶ୍ବର ଭରତପୁର, ଅନୁଗୁଳ ସଦର, ଝାରୁସୁଗୁଡ଼ା ସଦର, ବେଲଗୁଣ୍ଠା, ଭଦ୍ରକ ସବରଙ୍ଗ ଓ ପୀରହାଟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe