ରାଜ୍ୟ Latest ରାଜ୍ୟରେ ସକାଳ ୯ଟା ସୁଦ୍ଧା ୬% ଭୋଟ୍ ଦାନ Advertisment April 23, 2019, 10:01 AM IST 23 Apr 2019 10:01 IST Sambad Digital Follow Us ଭୁବନେଶ୍ୱର: ୩ୟ ପର୍ଯ୍ୟାୟ ନିର୍ବାଚନରେ ମଙ୍ଗଳବାର ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬% ମତଦାନ ହୋଇଥିବା କଥା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।