୬୪ଜଣ ସିଡିପିଓ ଓ ପ୍ରୋଗାମ ଅଫିସରଙ୍କ ବଦଳି

Advertisment
୬୪ଜଣ ସିଡିପିଓ ଓ ପ୍ରୋଗାମ ଅଫିସରଙ୍କ ବଦଳି

ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ବିଭାଗ ଦ୍ୱାରା ବଦଳି କରାଯାଇଥିବା ୬୪ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ଓ ପ୍ରୋଗ୍ରାମ ଅଫିସରଙ୍କ ତାଲିକା ଆଜି ପ୍ରକାଶ ପାଇଛି। ଏଥିସହିତ ବିଭାଗ ପକ୍ଷରୁ ନିଲମ୍ବିତ ହୋଇଥିବା ୧୦ଜଣ ଅଧିକାରୀଙ୍କୁ ପୁନଃଅବସ୍ଥାପିତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe