ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ

Advertisment
ଭୋଟର୍‌ଙ୍କ ମନ ପଢ଼ିପାରିଲେନି: ପ୍ରଥମ ପର୍ଯ୍ୟାୟରୁ ପଛେଇଥିଲା ବିଜୁ ଜନତା ଦଳ

Business Standard

ଭୁବନେଶ୍ବର/ କୋରାପୁଟ: ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ୭୩.୯୭ ପ୍ରତିଶତ ମତଦାନ ହୋଇଥିବା ଜଣାଯାଇଛି। ଗତକାଲି ରାତି ୧୧ଟା ୪୫ ମିନିଟ୍ ସୁଦ୍ଧା ଏହି ପରିମାଣର ମତଦାନ ହୋଇଥିବା ନେଇ ଭାରତର ନିର୍ବାଚନ କମିସନଙ୍କ ସୂତ୍ରରୁ ଜଣାଯାଇଛି। ଏଥିମଧ୍ୟରୁ କୋରାପୁଟରେ ୮୦.୩୨%,  ଜୟପୁରରେ ୭୭.୪୮%, ଲଷ୍ମୀପୁରରେ ୮୧.୭୧%, ପଟାଙ୍ଗୀରେ ୮୨.୪୦% ଓ କୋଟପାଡ଼ରେ ୮୨.୪୦%  ମତଦାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe