ଜଳିଗଲା ୭୮ ବଖରା

Advertisment
ଜଳିଗଲା ୭୮ ବଖରା

ଧାମନଗର : ଧାମନଗର ଅନ୍ତର୍ଗତ ଖଡ଼ିିମାହାରା ଭାରତୀସାହିରେ ଗତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁଲାଗି ୨୮ ପରିବାରର ୭୮ ବଖରା ଘର ଜଳି ପାଉଁଶ ହୋଇ ଯାଇଛି। ଫଳରେ କୋଟିଏ ଟଙ୍କାରୁ ଊର୍ଧ୍ୱ ସମ୍ପତ୍ତି କ୍ଷତି ଘଟିଛି। ଗତକାଲି ପର୍ଯ୍ୟନ୍ତ ସବୁକିଛି ଠିକଠାକ ଥିଲା। ହେଲେ ଆଜି ସକାଳୁ ଭାରତୀସାହି ଧ୍ୱଂସସ୍ତୁପ ପାଲଟି ଯାଇଛି। ସାହିର ୨ ଶହ ଲୋକ ବାସହରା ପାଲଟି ଯାଇଛନ୍ତି। ସେମାନଙ୍କ ପାଖରେ ପିନ୍ଧିଥିବା ଲୁଗା ଛଡ଼ା ଆଉ କିଛିନାହିଁ। ଛୁଆପିଲାଙ୍କୁ ଧରି ଲୋକେ ଶୀତ କାକରରେ ବାହାରେ ପଡ଼ିିରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe