ଜଂଗଲରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ

Advertisment
ଜଂଗଲରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ

ବୌଦ୍ଧ: ଲକେଡ଼ପାଜୁ ଗାଁ ନିକଟ ଜଙ୍ଗଲରୁ ବୌଦ୍ଧ ଥାନା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ବିଶ୍ବସ୍ତ ସୂତ୍ରର ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ଜବତ ଗଂଜେଇର ପରିମାଣ ୮ କୁଇଣ୍ଟାଲ ହେବ। ଏନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ କାହାର ସଂପୃକ୍ତି ଅଛି, ଗଂଜେଇ କେଉଁଠାରୁ ଆସି ସେଠାରେ କିଏ ଗଚ୍ଛିତ ରଖିଥିଲା ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe