ଯୁବବର୍ଗଙ୍କ ପାଇଁ ୮୦ ଲକ୍ଷରୁ ଏକ କୋଟି ସବୁଜ ନିଯୁକ୍ତି ସୁଯୋଗ: ଆଲେଖ କପୁର

ଜଳବାୟୁ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ୮୦ ଲକ୍ଷରୁ ଏକ କୋଟି ସବୁଜ ନିଯୁକ୍ତି ସୁଯୋଗ ଭାରତରେ ସୃଷ୍ଟି ହେବାକୁ ଯାଉଛି। ଏନେଇ ଭିନ୍ନ ଭିନ୍ନ ପ୍ରତିଭା ଥିବା ଯୁବବର୍ଗ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସବୁଜ କ୍ଷେତ୍ର‌ରେ ନିଯୁକ୍ତ ପାଇପାରିବେ...

80 lakh to 1 crore green job opportunities for youth: Alex Kapoor

80 lakh to 1 crore green job opportunities for youth: Alex Kapoor

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ଚତୁର୍ଥ ଅଧିବେଶନରେ ‘ଯୁବକ ଏବଂ ଜଳବାୟୁ: ଜେନ ‘ସି’’ଶୀର୍ଷକ ଆାଲୋଚନାରେ ପରିବେଶ ସଚେତକ ଆଲେଖ କପୁର କହିଲେ, ଜଳବାୟୁ କ୍ଷେତ୍ରରେ ଯୁବବର୍ଗଙ୍କ ପାଇଁ ୮୦ ଲକ୍ଷରୁ ଏକ କୋଟି ସବୁଜ ନିଯୁକ୍ତି ସୁଯୋଗ ଭାରତରେ ସୃଷ୍ଟି ହେବାକୁ ଯାଉଛି। ଏନେଇ ଭିନ୍ନ ଭିନ୍ନ ପ୍ରତିଭା ଥିବା ଯୁବବର୍ଗ ପ୍ରତ୍ୟକ୍ଷ ଅବା ପରୋକ୍ଷ ଭାବେ ସବୁଜ କ୍ଷେତ୍ର‌ରେ ନିଯୁକ୍ତ ପାଇପାରିବେ।

ବିଗତ ଦିନରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଡାଏନୋସୋର ଲୋପ ପାଇଛନ୍ତି। ଏବେ ମଣିଷକୁ ସୁରକ୍ଷା ଦେବାର ସମୟ ଆସିଛି।

ଏକ୍ଷେତ୍ରରେ ସରକାରୀ ପ୍ରଶାସନର ଉପଯୁକ୍ତ ପଦକ୍ଷେପ ‌ନେବାର ଆବଶ୍ୟକତା ରହଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe