ରାଜଧାନୀର ଏକ ଓୟୋ ହୋଟେଲରେ ଚଢାଉ କରି ୯ଜଣ ଜୁଆଡ଼ିଙ୍କୁ ଗିରଫ କଲା ପୁଲିସ

Advertisment
ରାଜଧାନୀର ଏକ ଓୟୋ ହୋଟେଲରେ ଚଢାଉ କରି ୯ଜଣ ଜୁଆଡ଼ିଙ୍କୁ ଗିରଫ କଲା ପୁଲିସ

image source- times of india

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଲିସ ୯ଜଣ ଜୁଆଡ଼ିଙ୍କୁ ଗିରଫ କରିଥିବା ଜଣାଯାଇଛି।  କରୋନା କଟକଣା ଭିତରେ ବି ରାଜଧାନୀରେ ଚାଲିଛି ଜୁଆ ଖେଳ । କୋଭିଡ୍ ପାସ ଲଗାଇ ଭୁବନେଶ୍ୱରର ବେଧଡକ ବୁଲୁଛନ୍ତି ଜୁଆଡ଼ି । ଟାଙ୍ଗୀ ବିଡିଓଙ୍କ ଅନୁମତି ପତ୍ର ଦେଖାଇ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ତିନିଟି ଗାଡ଼ିରେ ବୁଲୁଛନ୍ତି ଜୁଆଡ଼ି ।

publive-image

ଏପରିକି ନୟାପଲ୍ଲୀସ୍ଥିତ ଓୟୋ ହୋଟେଲରେ ଜୁଆ ଖେଳ ଚାଲିଥିବା ନେଇ ଖବର ପାଇବା ପରେ ଚଢ଼ାଉ କରିଥିଲା ପୁଲିସ। ସେଠାରୁ ୯ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ।

publive-image

ରାଜଧାନୀରେ ହାଇ ପ୍ରୋଫାଇଲ ଜୁଆ ଆଡାରେ ଚଢ଼ାଉ କରି ସେମାନଙ୍କ ନିକଟରୁ ନୟାପଲ୍ଲୀ ଥାନା ପୁଲିସ ତିନିଟି ଦାମୀ ଗାଡ଼ି , ୧ ଲକ୍ଷ ୫୩ ହଜାର ଟଙ୍କା ଓ ମୋବାଇଲ୍ ଜବତ କରିଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe