ଘରୋଇ ବିଦ୍ୟାଳୟରେ ପୁଣି ୯ପଜିଟିଭ୍‌ 

Advertisment
ଘରୋଇ ବିଦ୍ୟାଳୟରେ ପୁଣି ୯ପଜିଟିଭ୍‌ 

IndiaTV News

ଦେବଗଡ଼: ଦେବଗଡ଼ ସ୍ଥିତ ଏକ ଘରୋଇ ବିଦ୍ୟାଳୟରୁ ମଙ୍ଗଳବାର ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ବୁଧବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ ବିଦ୍ୟାଳୟରେ  ୨୩୦ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇ ଟେଷ୍ଟ କରାଯାଇଥିଲା। ସେଥି ମଧ୍ୟରୁ ୯ ଜଣ ଛତ୍ରଛାତ୍ରୀ ପଜିଟିଭ୍‌ ଥିବା ଜଣାପଡ଼ିଛି।

କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମସ୍ତଙ୍କୁ ଆଇସୋଲେସନରେ ରଖାଯାଇଥିବା ଜଣାପଡ଼ିଛି। ବିଦ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂଗରୋଧର ବ୍ୟବସ୍ଥା କରାଯିବା ସହିତ କୋଭିଡ୍‌ ନିୟମ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe