ସୁସ୍ଥ ହେଲେ ରାଜ୍ୟର ଆଉ ୯୧୩ କରୋନା ଆକ୍ରାନ୍ତ

Advertisment
ସୁସ୍ଥ ହେଲେ ରାଜ୍ୟର ଆଉ ୯୧୩ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଓଡ଼ିଶାରେ ଆଜି ଆଉ ୯୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୬ ହଜାର ୭୨୬ରେ ପହଞ୍ଚିଛି ।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ସୁନ୍ଦରଗଡ଼ରୁ ୧୧୮, ମୟୁରଭଞ୍ଜରୁ ୧୧୧, କଟକରୁ ୬୬, ଅନୁଗୁଳରୁ ୬୪, ଖୋର୍ଦ୍ଧାରୁ ୬୨ ଜଣ ସୁସ୍ଥ ହୋଇଛନ୍ତି ।

ସେହିପରି  ନୂଆପଡ଼ାରୁ ୫୩, ସମ୍ବଲପୁରରୁ ୪୩,ବାଲେଶ୍ବରରୁ ୩୭,ଝାରସୁଗୁଡ଼ାରୁ ୩୬,ବରଗଡ଼ ଓ କେନ୍ଦ୍ରାପଡ଼ାରୁ ୩୫ ଲେଖାଏଁ, ଜଗତସିଂହପୁରରୁ ୩୨, କେନ୍ଦୁଝରରୁ ୨୯,ପୁରୀରୁ ୨୬,ଯାଜପୁରରୁ ୨୨, ବଲାଙ୍ଗୀରରୁ ୨୧,ଢେଙ୍କାନାଳ, ନବରଙ୍ଗପୁର ଓ କଳାହାଣ୍ଡିରୁ ୧୫ ଲେଖାଏଁ, ଗଞ୍ଜାମରୁ ୧୪,ନୟାଗଡ଼ରୁ ୧୦,ଭଦ୍ରକ, କୋରାପୁଟ ଓ ମାଲକାନଗିରିରୁ ୮ ଲେଖାଏଁ, କନ୍ଧମାଳରୁ ୬,ସୋନପୁରରୁ ୫, ଦେବଗଡ଼ରୁ ୩ ଓ ରାଜ୍ୟ ପୁଲରୁ ୩୦ ଜଣ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe