ଚର୍ଚ୍ଚାରେ ୨୨ ବର୍ଷୀୟ ଛାତ୍ରଙ୍କ ଚକ୍‌ ଖଡିରେ ପ୍ରସ୍ତୁତ କ୍ଷୁଦ୍ରାକାର କଳାକୃତି

ଚର୍ଚ୍ଚାରେ ୨୨ ବର୍ଷୀୟ ଛାତ୍ରଙ୍କ ଚକ୍‌ ଖଡିରେ ପ୍ରସ୍ତୁତ କ୍ଷୁଦ୍ରାକାର କଳାକୃତି

ଗଜପତି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ୍‌ କୀ ବାତ୍‌ ପରିପ୍ରେକ୍ଷୀରେ କେ ବିଜୟ କୁମାର ରେଡ୍ଡୀ ନାମକ ଜ‌ଣେ ୨୨ ବର୍ଷୀୟ ଛାତ୍ର ଚକ୍‌ ଖଡିରେ ପ୍ରସ୍ତୁତ କରିଥିବା କ୍ଷୁଦ୍ରାକାର କଳାକୃତି ଚର୍ଚ୍ଚାର ବିଷୟ ପାଲଟିଛି।

publive-image

ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗର ଶେଷବର୍ଷ ଛାତ୍ର ଶ୍ରୀ ରେଡ୍ଡୀଙ୍କ ଦ୍ବାରା ପ୍ରସ୍ତୁତ ଉକ୍ତ କଳାକୃତିର ଫଟୋକୁ ‘ମାଇଗଭଇଣ୍ଡିଆ’ର ଅଫିସିଆଲ ଟ୍ବିଟର ହ୍ୟାଣ୍ଡେଲରେ ସେୟାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe