ଛିଡ଼ା​ ହୋଇଥିବା ଟ୍ରକ୍‌ରେ ଲାଗିଲା ନିଆଁ     

ଛିଡ଼ା​ ହୋଇଥିବା ଟ୍ରକ୍‌ରେ ଲାଗିଲା ନିଆଁ     

ବ୍ରଜରାଜନଗର: ଜାତୀୟ ରାଜପଥ ନଂ ୪୯ର ମହାସିଙ୍ଗର ସିଂ ଢାବା ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ରେ ମଙ୍ଗଳବାର ଦିନ ୧୧.୩୦ମି.ରେ ହଠାତ୍‌ ନିଆଁ ଲାଗି ଜଳି ଯାଇଥିଲା। ପାଖରେ ଥିବା ଲୋକମାନେ ନିଆଁ ଲିଭାଇବାକୁ ପ୍ରୟାସ କରିଥିଲେ। ଖବରପାଇ ଲଖନପୁରରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଡ୍ରାଇଭର ଗାଡ଼ି ଛିଡ଼ା କରି ଖାଇବାକୁ ଯାଇଥିବା ବେ‌ଳେ ଏହି ଅଗ୍ନିକାଣ୍ଡ ହୋିଥିଲା। ‌ତେବେ ସଟ୍ ସର୍କିଟ୍‌ରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe