ସମ୍ବାଦ-ସାହିତ୍ୟ ଘରର ନିଆରା ପ୍ରୟାସ    

Advertisment
ସମ୍ବାଦ-ସାହିତ୍ୟ ଘରର ନିଆରା ପ୍ରୟାସ    

Hindu Blog

ବରଗଡ଼: ‘ସମ୍ବାଦ ସାହିତ୍ୟଘର’ ଆନୁକୁଲ୍ୟରେ ଆସନ୍ତା ଜାନୁଆରି ୧ ତାରିଖ ସକାଳ ୧୦ଟାରେ ସମୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ଷ୍ଟାଡିୟମରେ ବୟନିକା ବସ୍ତ୍ର ପ୍ରଦର୍ଶନୀ ପରିସରରେ ଧନୁଯାତ୍ରା ଉପରେ ଆଧାରିତ  ସାଧାରଣ ଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେବ।

ସାଧାରଣ ଜ୍ଞାନ ପ୍ରତିଯୋଗିତା ଅଷ୍ଟମ ଶ୍ରେଣୀରୁ ଦଶମ ଶ୍ରେଣୀ ପିଲାଙ୍କ ମଧ୍ୟରେ ଓ ପ୍ରବନ୍ଧ ପ୍ରତିଯୋଗିତା ଯୁକ୍ତ ଦୁଇରୁ ସ୍ନାତକୋତ୍ତର ପିଲାଙ୍କ ମଧ୍ୟରେ ‘ବରଗଡ଼ ଧନୁଯାତ୍ରା: ଏକ ସାର୍ଥକ ଲୋକନାଟକ’ ଶୀର୍ଷକ ବିଷୟ ଉପରେ ଆଧାରିତ ହେବ। ପ୍ରତିଯୋଗିତାରେ ଭାଗ ନେବାକୁ ଆଗ୍ରହୀ ଛାତ୍ରଛାତ୍ରୀ ସାହିତ୍ୟ ଘରର ସମ୍ପାଦକ ଡ. ରବିନାରାୟଣ ସାହୁଙ୍କ ମୋବାଇଲ ନମ୍ବର ୯୮୬୧୦୮୯୩୪୮ରେ ଯୋଗାଯୋଗ କରି ନାମ ପଞ୍ଜୀକରଣ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe