ପାରାଦୀପ ବନ୍ଦରରେ ଲାଗିଲା ଯୁଦ୍ଧ  ଜାହାଜ

Advertisment
ପାରାଦୀପ ବନ୍ଦରରୁ କୋକେନ୍‌ ଜବତ ଘଟଣା: ଜାହାଜରୁ ଡେଇଁଲେ କ୍ରିଉ ସଦସ୍ୟ, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

ଜଗତସିଂହପୁର : ପାରାଦୀପ ବନ୍ଦରରେ ଏକ ଯୁଦ୍ଧ ଜାହାଜ ଲାଗିଛି। ଭାରତୀୟ ତଟରକ୍ଷୀ ବାହିନୀର ଏହି ଜାହାଜର ନାମ ହେଉଛି ସୁଜାତା। ଏହି ଜାହାଜଟି ବନ୍ଦରର ସିକ୍ୟୁ ବର୍ଥରେ ଲାଗିଛି। ସେଥିପାଇଁ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଏହି ଜାହାଜଟି କଣ ପାଇଁ ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟକୁ ଆସିଛି ଓ ଏହା କେତେ ଦିନ ଏଠାରେ ରହିବ ଏ ନେଇ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe