ଟ୍ରେନ ଧକ୍କାରେ ଯୁବକଙ୍କ ମୃତ୍ୟୁ

Advertisment
ଝଡ଼ତୋଫାନରେ ଟ୍ରାକ୍‌ସନ ତାର ଛିଣ୍ଡିଲା, ୨ ଘଣ୍ଟା ରେଳ ଚଳାଚଳ ବ୍ୟାହତ

NewsBytes

ଡୁଙ୍ଗୁରିପାଲି : ଡୁଙ୍ଗୁରିପାଲି - ରାମପୁର ରୋଡ଼ ଠାରେ ଆଜି ଭୋର ୫ଟାରେ ପୁରୀ-ଦୁର୍ଗ ଇଣ୍ଟେରସିଟି ଏକ୍ସପ୍ରେସ ଟ୍ରେନ ଧକ୍କାରେ ଅବିନାଶ ମିଶ୍ର ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ସ୍ବର୍ଗତ ଅବିନାଶ ବଲାଙ୍ଗିରର ପୂର୍ବତନ ଲୋକସଭା ସଦସ୍ୟ ବାଳଗୋପାଳ ମିଶ୍ରଙ୍କ ସାନପୁଅ। ଆଜି ସକାଳେ ପ୍ରାତଃ ଭ୍ରମଣରେ ଯାଉଥିବା ବେଳେ ତାଙ୍କୁ ଟ୍ରେନ ଧକ୍କା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe