ଇଡି ଅଫିସ୍‌ରେ ଅଭୟକାନ୍ତ ପାଠକଙ୍କୁ ୧୧ ଘଣ୍ଟା ଜେରା

Advertisment
ଇଡି ଖୋଲିବ ପାଠକ ପେଡ଼ି: ଆଇଏଫ୍‌ଏସ୍‌ ଅଭୟକାନ୍ତଙ୍କୁ ୧୨ ଘଣ୍ଟା ଜେରା

ଭୁବନେଶ୍ୱର: ଇଡି ଅଫିସରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଧିକାରୀମାନେ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କୁ ଜେରା କରିଛନ୍ତି। ତାଙ୍କୁ ମାରାଥନ ଜେରା କରାଯାଇଥିଲା। ପ୍ରାୟ ୧୧ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଜେରା କରାଯାଇଥିବା ଜଣାଯାଇଛି। ଇଡି ୮ କୋଟି ଟଙ୍କା କାରବାର ନେଇ ଖୋଳତାଡ଼ କରିଥିଲା।

ଅଭୟ ପାଠକଙ୍କୁ ଜେରା ସମୟରେ ଆୟ ବର୍ହିଭୂତ ସମ୍ପତ୍ତି ଓ କାରବାର ନେଇ ଇଡି ପ୍ରମାଣ ପାଇଛି। ଇଡି ପୂର୍ବରୁ ପାଠକଙ୍କୁ ସମନ ଜାରି କରିଥିଲା। ଆବଶ୍ୟକ ହେଲେ ଇଡି ଖୁବଶୀଘ୍ର ପୁଣି ଜେରା କରିପାରେ। ଆକ୍ରୋସର ଶିକାର ହୋଇଥିବା କହିଲେ ପାଠକ। ପୁଅ ଆକାଶ ପାଠକଙ୍କ ସମ୍ପର୍କରେ ମଧ୍ୟ ପ୍ରଶ୍ନ ପଚରା ଯାଇଛି। ଆଗମୀ ଦିନରେ ସମନ ହେଲେ ତଦନ୍ତରେ ସହଯୋଗ କରିବେ ବୋଲି ଅଭୟ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe