ଟୋଲ୍‌ପ୍ଲାଜାରେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର

Advertisment
ରାଜପଥ ଟୋଲ୍‌ଗେଟରେ ଆଜିଠୁ ଦେବାକୁ ପଡ଼ିବ ଅଧିକ ଟିକସ: ୩ରୁ ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି

fastag.brokerage-free.in

ଆନନ୍ଦପୁର : ୨୦ ନମ୍ବର ଜାତୀୟ ରାଜପଥର ହସନପୁର ଟୋଲପ୍ଲାଜାରେ ଜଣେ ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଜଗତସିଂହପୁର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଡ. ଶମ୍ଭୁନାଥ ରାଉତ ସରକାରୀ ଗାଡ଼ିରେ ଆନନ୍ଦପୁର ଆସୁଥିବାବେଳେ ତାଙ୍କୁ ଟୋଲପ୍ଲାଜା କର୍ମଚାରୀମାନେ ଛାଡ଼ିନଥିଲେ। ସେ ତାଙ୍କ ପରିଚୟପତ୍ର ଦେଖାଇଥିଲେ ମଧ୍ୟ ଏଠାରେ କାର୍ଯ୍ୟରତ ଜଣେ କର୍ମଚାରୀ ତାଙ୍କୁ ଗାଳିଗୁଲଜ କରିଥିଲେ। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ଶ୍ରୀ ରାଉତ ଏ ସମ୍ପର୍କରେ ଏନ୍‌ଏଚ୍‌ଏଆଇକୁ ଜଣାଇବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe