ବଲାଙ୍ଗୀର ସହରରେ ମର୍ମନ୍ତୁଦ ଦୁର୍ଘଟଣା: ଜଣଙ୍କର ମୃତ୍ୟୁ,୨ ଗୁରୁତର

Advertisment
ବଲାଙ୍ଗୀରରେ ହିଟ୍ ଆଣ୍ଡ ରନ୍ ଘଟଣା: ଚିତ୍ତ ମହାନ୍ତି ଓ ତାଙ୍କର ୨ ସହଯୋଗୀ ଅଟକ

ବଲାଙ୍ଗୀର: ବଲାଙ୍ଗୀର ସହରର ଆରଟିଓ ଅଫିସ୍ ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ହୋଇଛନ୍ତି। ଏଠାରେ ଏକ ଟ୍ରକ୍, ମିନି ଟ୍ରକ୍ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଛି। ଆରଟିଓ ଅଫିସ ଛକ ନିକଟରେ ରାସ୍ତା ଉପରେ ଏକ ଗାଈକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଗୁରୁତରଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe