ଗଛରେ ପିଟି ହୋଇ ବାଇକ୍ ଆରୋହୀ ମୃତ  

ପୋଲରୁ ୧୫ଫୁଟ ତଳକୁ ଗାଡ଼ି ଖସିଲା; ୨ ଶିଶୁ, ଜଣେ ମହିଳା ଗୁରୁତର, ୭ ଆହତ

ଝାରବନ୍ଧ: ବରଗଡ଼ ଜିଲ୍‌ଲା ଝାରବନ୍ଧ ଥାନା  ଅଡ଼ାପାଣି ଗ୍ରାମରେ ଜଣେ ବାଇକ ଆରୋହୀଙ୍କ  ଗଛରେ ପିଟି ହୋଇ ମୃତ୍ୟୁ ହୋଇଛି l  ଅଡାପାଣି ଗ୍ରାମର ସୁଶାନ୍ତ ହଂସ (୨୫ ) ଝାରବନ୍ଧରୁ ନିଜ ଘରକୁ ଫେରୁଥିବାବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଥିଲେ।

ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା l ଝାରବନ୍ଧ ପୁଲିସ  ଶବ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଡାକ୍ତରଖାନାକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe