ବିଜୁ ଏକ୍ସପ୍ରେସ ୱେରେ ଦୁର୍ଘଟଣା : ଠିଆ ହୋଇଥିବା ଟ୍ରେଲରକୁ ପିଟି ଜଳିଗଲା କୋଇଲା ବୋଝେଇ ଟ୍ରେଲର

ଗୁରୁବାର ଭୋର୍ ପ୍ରାୟ ୪ ଟା ସମୟରେ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ ଆମ୍ବିଆନ୍ସ ହୋଟଲ ପାଖରେ ଏକ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ପାର୍କିଂ କରିଥିବା ଏକ ଟ୍ରେଲରକୁ ପଛରୁ କୋଇଲା ବୋଝେଇ ଟ୍ରେଲର ପିଟି ଜଳିଯାଇଛି...

ଅଦ୍ୟତନ ହୋଇଛି
Accident on Biju Expressway: Coal-laden trailer hits parked trailer, catches fire

Accident on Biju Expressway: Coal-laden trailer hits parked trailer, catches fire Photograph: (sambad.in)

ସୁନ୍ଦରଗଡ଼: ଗୁରୁବାର ଜୁଲାଇ ୪ ତାରିଖ ଭୋର୍ ପ୍ରାୟ ୪ ଟା ସମୟରେ ସୁନ୍ଦରଗଡ଼ ବିଜୁ ଏକ୍ସପ୍ରେସ ୱେ ଆମ୍ବିଆନ୍ସ ହୋଟଲ ପାଖରେ ଏକ  ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ପାର୍କିଂ କରିଥିବା ଏକ ଟ୍ରେଲରକୁ ପଛରୁ  କୋଇଲା ବୋଝେଇ ଟ୍ରେଲର ପିଟି ଜଳିଯାଇଛି (ଓଡି ୦୯ଏସି- ୨୫୨୬)।

ଟ୍ରେଲରର ଆଗ ଅଂଶ ବା ଇଞ୍ଜିନ ଭାଗ ସମ୍ପୂର୍ଣ୍ଣ ଜଳି ଯିବା ସହ ଟାୟାରଗୁଡ଼ିକ ମଧ୍ୟ ଜଳି ଯାଇଛି।

ଅଧିକ ପଢ଼ନ୍ତୁ: ଭସ୍ମା ଓଭର ବ୍ରିଜ୍‌ରେ ଏକାଧିକ ଧକ୍କା: ୩ କାର୍ ଧକ୍କାରେ ଜଣେ ଆହତ

ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। ଖବର ପାଇ ସୁନ୍ଦରଗଡ଼ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣା ପଡିଛି।

ଅଧିକ ପଢ଼ନ୍ତୁ: ବାଲୁଘାଟରେ ଜଳିଗଲା ଘର

sundargarh | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe