ରାଜଗାଙ୍ଗପୁର: ଟ୍ରକ୍ ଓ ବାଇକ୍ ଧକ୍କା, ପ୍ରାଣ ହରାଇଲେ ବାଇକ୍ ଆରୋହୀ

Advertisment
ରାଜଗାଙ୍ଗପୁର: ଟ୍ରକ୍ ଓ ବାଇକ୍ ଧକ୍କା, ପ୍ରାଣ ହରାଇଲେ ବାଇକ୍ ଆରୋହୀ

ରାଜଗାଙ୍ଗପୁର: ଆଜି ସକାଳେ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରର ବାଇପାସ୍ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ବେଲପାହଡ଼ର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଏକ ଟ୍ରକ୍ ସହ ବାଇକର ଧକ୍କା ହେବା ଫଳରେ ବାଇକ ଚାଳକ ପ୍ରାଣ ହରାଇଥିଲେ। ରାଜଗାଙ୍ଗପୁର ଥାନା ପୁଲିସ୍ ଟ୍ରକକୁ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe