ଦିଗପହଣ୍ଡି ଘାଟିରେ ପୁଣି ଦୁର୍ଘଟଣା: ଓଲଟିଲା ଦୁଇଟି ଟ୍ରକ୍

Advertisment
ଦିଗପହଣ୍ଡି ଘାଟିରେ ପୁଣି ଦୁର୍ଘଟଣା: ଓଲଟିଲା ଦୁଇଟି ଟ୍ରକ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଘାଟିରେ ପୁଣି ଏକ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଦୁଇଟି ଟ୍ରକ୍ ଓଲଟି ପଡ଼ିଥିବାର ଖବର ମିଳିଛି। ଏଥିରେ ଉଭୟ ଟ୍ରକର ଚାଳକ ଆହତ ହୋଇଛନ୍ତି। ଦୁଇଟି ଟ୍ରକ୍ ମକା ବୋଝେଇ କରି ବ୍ରହ୍ମପୁର ଆଡ଼କୁ ଆସୁଥିଲେ। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଦିଗପହଣ୍ଡି ଘାଟିରେ ଏହା ହେଉଛି ଚଳିତ ବର୍ଷର ପଞ୍ଚମ ଦୁର୍ଘଟଣା। ଚଳିତ ବର୍ଷ ଜାନୁଆରି ମାସରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୮ଜଣଙ୍କର ପ୍ରାଣହାନି ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe