ବସ୍‌ କଣ୍ଡକ୍ଟରଙ୍କ ଆକସ୍ମିକ ମୃତ୍ୟୁ

ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ଇବ୍ ଥର୍ମାଲ: ଇବ୍ ଥର୍ମାଲରୁ ଭଦ୍ରକ ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ‘ପାଢ଼ୀ ଟ୍ରାଭେଲ୍ସ’ର କଣ୍ଡକ୍ଟର ଅନନ୍ତ ପ୍ରସାଦ ବେହେରା(୫୮)ଙ୍କର ମଙ୍ଗଳବାର ଆକସ୍ମିକ ମୃତ୍ୟୁ ଘଟିଛି। କଣ୍ଡକ୍ଟର ଶ୍ରୀ ବେହେରା ନିଜ ଦୁଇ ସହଯୋଗୀଙ୍କ ସହ ଖାଇସାରି ଶୋଇଥିଲେ।

ତେବେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ତୁରନ୍ତ ବେଲପାହାଡ଼ସ୍ଥିତ ଟିଆରଏଲ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବନହରପାଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe